Index
Full Screen ?
 

Esther 8:10 in Oriya

Esther 8:10 Oriya Bible Esther Esther 8

Esther 8:10
ସେ ରାଜା ଅକ୍ଷଶ୍ବରେଶ ନାମ ରେ ଲେଖି ଓ ରାଜାଙ୍କ ଅଙ୍ଗୁରୀଯ ରେ ମାହେରାଙ୍କିତ କରି ଅଶ୍ବାଶାଳା-ଜାତ ରାଜକୀଯ ଅଶ୍ବବାହାରୂଢ ଦ୍ରୁତଗାମୀ ଦୂତଗଣ ହସ୍ତ ରେ ପତ୍ର ପଠାଇଲା।

And
he
wrote
וַיִּכְתֹּ֗בwayyiktōbva-yeek-TOVE
in
the
king
בְּשֵׁם֙bĕšēmbeh-SHAME
Ahasuerus'
הַמֶּ֣לֶךְhammelekha-MEH-lek
name,
אֲחַשְׁוֵרֹ֔שׁʾăḥašwērōšuh-hahsh-vay-ROHSH
sealed
and
וַיַּחְתֹּ֖םwayyaḥtōmva-yahk-TOME
it
with
the
king's
בְּטַבַּ֣עַתbĕṭabbaʿatbeh-ta-BA-at
ring,
הַמֶּ֑לֶךְhammelekha-MEH-lek
sent
and
וַיִּשְׁלַ֣חwayyišlaḥva-yeesh-LAHK
letters
סְפָרִ֡יםsĕpārîmseh-fa-REEM
by
בְּיַד֩bĕyadbeh-YAHD
posts
הָֽרָצִ֨יםhārāṣîmha-ra-TSEEM
on
horseback,
בַּסּוּסִ֜יםbassûsîmba-soo-SEEM
riders
and
רֹֽכְבֵ֤יrōkĕbêroh-heh-VAY
on
mules,
הָרֶ֙כֶשׁ֙hārekešha-REH-HESH
camels,
הָֽאֲחַשְׁתְּרָנִ֔יםhāʾăḥaštĕrānîmha-uh-hahsh-teh-ra-NEEM
and
young
בְּנֵ֖יbĕnêbeh-NAY
dromedaries:
הָֽרַמָּכִֽים׃hārammākîmHA-ra-ma-HEEM

Cross Reference

1 Kings 4:28
ସହେି ଶାସକଗଣ ସମାନଙ୍କେର କର୍ତ୍ତବ୍ଯ ଅନୁସାରେ ଦ୍ରୁତଗାମୀ ଅଶ୍ବଗୁଡିକୁ ବାର୍ଲି ଓ କୁଟା ଯୋଗଇଲେ। ଆଉ ମଧ୍ଯ ସମାନଙ୍କେ ମଧ୍ଯରୁ ପ୍ରେତ୍ୟକକ ନିଜ ନିଜ ନିରୂପିତ କର୍ମାନୁସା ରେ ଅଶ୍ବ ଦ୍ରୁତଗାମୀ ବାହନଗୁଡିକ ପାଇଁ ଅଧ୍ଯକ୍ଷମାନଙ୍କ ଥିବା ସ୍ଥାନକୁ ଆଣିଲେ।

Jeremiah 51:21
ତୁମ୍ଭ ମାଧ୍ଯମ ରେ ଅଶ୍ବ ଓ ତା'ର ଆ ରୋହୀକୁ ଚୂର୍ଣ୍ଣ କଲୁ ଏବଂ ରଥ ଓ ତା'ର ଆ ରୋହୀକୁ ବିନାଶ କଲୁ।

Jeremiah 2:23
ପୁଣି ହେ ଯିହୁଦା, ତୁମ୍ଭେ କିପରି କହିପାରିବ ଯେ, 'ଆମ୍ଭେ ଅଶୁଚି ହାଇେ ନାହୁଁ ଓ ବାଲ୍ଦବଗେଣର ପଶ୍ଚାଦଗାମୀ ହାଇେ ନାହୁଁ ?' ଉପତ୍ୟକା ରେ ତୁମ୍ଭେ ଯାହାସବୁ କରିଅଛ ଚିନ୍ତାକର। ତୁମ୍ଭେ ଆପଣା ପଥରେ ଭ୍ରମଣକାରିଣୀ ଦ୍ରୁତଗାମିନୀ ଓଟ ସଦୃଶ।

Isaiah 66:20
ସଦାପ୍ରଭୁ କୁହନ୍ତି, ଇଶ୍ରାୟେଲର ଲୋକମାନେ ଯେପରି ପବିତ୍ର ପାତ୍ର ରେ ସଦାପ୍ରଭୁଙ୍କ ମନ୍ଦିରକୁ ଉପହାର ଆଣନ୍ତି, ସହେିପରି ସମାନେେ ତୁମ୍ଭମାନଙ୍କର ଭ୍ରାତାମାନଙ୍କୁ ଅଶ୍ବ ଉପ ରେ ରଥ ଆଣିବେ ଏବଂ ଦ୍ରୁତଗତି ପଶୁଗୁଡ଼ିକ ବିଭିନ୍ନ ଦେଶରୁ ୟିରୁଶାଲମକୁ ସଦାପ୍ରଭୁଙ୍କ ପ୍ରତି ଉପହାର ସ୍ବରୂପ ଆସିବ।

Isaiah 60:6
ଅକଳନ ଓଟ, ତୁମ୍ଭକୁ ଆବୃତ କରିବ ଏବଂ ୟୁବ ଓଟମାନେ ତୁମ୍ଭ ପାଖକୁ ଶିବା ଏବଂ ଐଫା ଦେଶରୁ ଆସିବେ। ସମାନେେ ସୁବର୍ଣ୍ଣ ଓ ସୁବାସିତ ଧୂପ ଆଣିବେ ଏବଂ ସଦାପ୍ରଭୁଙ୍କର ପ୍ରଶଂସାଗାନ କରିବେ।

Ecclesiastes 8:4
ରାଜାଙ୍କର ଆଦେଶ ଦବୋ ପାଇଁ କ୍ଷମତା ଅଛି। କ'ଣ କରିବାକୁ ହବେ, ତାଙ୍କୁ କହେି କହିପାରିବେ ନାହିଁ ।

Job 9:25
ମାରେ ଦିନ ସବୁ ଶୀଘ୍ର ଗଡ଼ି ଚାଲିଛି ଜଣେ ଦୌଡ଼ାଳି ଭଳି। ମାରେ ଦିନ ସବୁ ଗଡ଼ି ଚାଲିଛି। ମାେ ଜୀବନ ରେ କୌଣସି ସୁଖ ନାହିଁ।

Esther 3:12
ଏଣୁ ପ୍ରଥମ ମାସର ତ୍ରଯୋଦଶ ଦିନ ରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ, ହାମନର ସମସ୍ତ ଆଜ୍ଞାନୁସା ରେ ପ୍ରେତ୍ୟକକ ପ୍ରଦେଶସ୍ଥ ରାଜ ପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରେତ୍ୟକକ ଦେଶୀଯ ଲୋକଙ୍କ ଭାଷାନୁସା ରେ ପତ୍ର ଲିଖିତ ହେଲା। ତାହା ଅକ୍ଷଶ୍ବରେଶ ରାଜାର ନାମ ରେ ଲିଖିତ ଓ ରାଜାର ଅଙ୍ଗୁକୀଯ ରେ ମୁଦ୍ରାଙ୍କିତ ହେଲା।

2 Chronicles 30:6
ତେଣୁ ବାର୍ତ୍ତାବାହକମାନେ ରାଜାଙ୍କର ପତ୍ର ନଇେ ଇଶ୍ରାୟେଲ ଓ ଯିହୁଦାର ସମସ୍ତ ଅଞ୍ଚଳକୁ ଗଲେ। ସହେି ପତ୍ର ରେ ଏହିପରି ଲଖାେଥିଲା।

1 Kings 21:8
ତହୁଁ ଈଷବଲେ ଆହାବ୍ଙ୍କ ନାମ ରେ ପତ୍ର ଲେଖି ତାଙ୍କର ମାହେର ମାରି ନାବୋତ ନଗରସ୍ଥ ଓ ତାହାର ପ୍ରାଚୀନଗଣଙ୍କ ପାଖରୁ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସହେି ପତ୍ର ପଠାଇଲେ।

Daniel 4:1
ସମୁଦାଯ ପୃଥିବୀ ନିବାସୀ ୟାବତୀଯ ଗୋଷ୍ଠୀ, ଦେଶୀଯ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୂଖଦ୍ନିତ୍ସର ରାଜାଙ୍କର ବିଜ୍ଞାପନ, ତୁମ୍ଭମାନଙ୍କର ବାହୁଲ୍ଯରୂପେ ଶାନ୍ତି ହେଉ।

Chords Index for Keyboard Guitar