Ecclesiastes 2:25 in Oriya

Oriya Oriya Bible Ecclesiastes Ecclesiastes 2 Ecclesiastes 2:25

Ecclesiastes 2:25
ଏବଂ ଏହା ଯାହା ମୁଁ ଶିକ୍ଷା କରିଛି, ଏହା ହେଉଛି ସବୁଠାରୁ ଭଲକଥା ଖାଇବା ପିଇବା, ଏବଂ କରିଥିବା କାର୍ୟ୍ଯକୁ ଉପଭୋଗ କରିବା। ମୁଁ ଦେଖୁଛି ଯେ, ଏହା ପରମେଶ୍ବରଙ୍କଠାରୁ ଆ ସେ।

Ecclesiastes 2:24Ecclesiastes 2Ecclesiastes 2:26

Ecclesiastes 2:25 in Other Translations

King James Version (KJV)
For who can eat, or who else can hasten hereunto, more than I?

American Standard Version (ASV)
For who can eat, or who can have enjoyment, more than I?

Bible in Basic English (BBE)
Who may take food or have pleasure without him?

Darby English Bible (DBY)
For who can eat, or who be eager, more than I?

World English Bible (WEB)
For who can eat, or who can have enjoyment, more than I?

Young's Literal Translation (YLT)
For who eateth and who hasteth out more than I?

For
כִּ֣יkee
who
מִ֥יmee
can
eat,
יֹאכַ֛לyōʾkalyoh-HAHL
or
who
וּמִ֥יûmîoo-MEE
hasten
can
else
יָח֖וּשׁyāḥûšya-HOOSH
hereunto,
more
ח֥וּץḥûṣhoots
than
מִמֶּֽנִּי׃mimmennîmee-MEH-nee

Cross Reference

1 Kings 4:21
ଶଲୋମନ ଇଉଫ୍ ରଟେିଶ ଫରାତ୍ ନଦୀଠାରୁ ପଲେଷ୍ଟୀୟମାନଙ୍କ ଦେଶ ଓ ମିଶର ସୀମା ପର୍ୟ୍ଯନ୍ତ ସମସ୍ତ ରାଜ୍ଯ ଉପରେ ଶାସନ କଲେ। ଏହି ଦେଶଗୁଡିକ ଶ ଲୋମନଙ୍କୁ ଉପହାର ଓ ସମ୍ମାନ ପଠାଇଲେ ଏବଂ ଜୀବନସାରା ତାଙ୍କର ପ୍ରଜା ହାଇେ ରହିଲେ।

Ecclesiastes 2:1
ମୁଁ ନିଜକୁ ନିଜେ କହିଲି, ମାେତେ ଉପଭୋଗ ପାଇଁ ଚେଷ୍ଟା କରିବାକୁ ଦିଅ। ଆନନ୍ଦ ମାେତେ କଣ ଦଇେ ପାରିବ, ମାେତେ ଦେଖିବାକୁ ଦିଅ। କିନ୍ତୁ ମୁଁ ଯାହା ଶିକ୍ଷା କଲି ତାହା ଅର୍ଥହୀନ।