Deuteronomy 16:12
ପକ୍ସ୍ଟଣି ତୁମ୍ଭେ ଯେ ମିଶର ରେ ଦାସ ଥିଲକ୍ସ୍ଟ, ତାହା ସ୍ମରଣ କରିବ ଓ ତୁମ୍ଭେ ଏହି ସକଳ ବିଧି ମନୋୟୋଗ କରି ପାଳନ କରିବ।
Deuteronomy 16:12 in Other Translations
King James Version (KJV)
And thou shalt remember that thou wast a bondman in Egypt: and thou shalt observe and do these statutes.
American Standard Version (ASV)
And thou shalt remember that thou wast a bondman in Egypt: and thou shalt observe and do these statutes.
Bible in Basic English (BBE)
And you will keep in mind that you were a servant in the land of Egypt: and you will take care to keep all these laws.
Darby English Bible (DBY)
And thou shalt remember that thou wast a bondman in Egypt, and thou shalt keep and do these statutes.
Webster's Bible (WBT)
And thou shalt remember that thou wast a bond-man in Egypt: and thou shalt observe and do these statutes.
World English Bible (WEB)
You shall remember that you were a bondservant in Egypt: and you shall observe and do these statutes.
Young's Literal Translation (YLT)
and thou hast remembered that a servant thou hast been in Egypt, and hast observed and done these statutes.
| And thou shalt remember | וְזָ֣כַרְתָּ֔ | wĕzākartā | veh-ZA-hahr-TA |
| that | כִּי | kî | kee |
| wast thou | עֶ֥בֶד | ʿebed | EH-ved |
| a bondman | הָיִ֖יתָ | hāyîtā | ha-YEE-ta |
| Egypt: in | בְּמִצְרָ֑יִם | bĕmiṣrāyim | beh-meets-RA-yeem |
| and thou shalt observe | וְשָֽׁמַרְתָּ֣ | wĕšāmartā | veh-sha-mahr-TA |
| do and | וְעָשִׂ֔יתָ | wĕʿāśîtā | veh-ah-SEE-ta |
| אֶת | ʾet | et | |
| these | הַֽחֻקִּ֖ים | haḥuqqîm | ha-hoo-KEEM |
| statutes. | הָאֵֽלֶּה׃ | hāʾēlle | ha-A-leh |
Cross Reference
Deuteronomy 15:15
ମନରେଖ, ଯେ ତୁମ୍ଭମାନେେ ମିଶର ଦେଶ ରେ ସଐୂର୍ଣ୍ଣ ଭାବରେ ଦାସରୂପେ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ମକ୍ସ୍ଟକ୍ତ କଲେ। ଏଥିପାଇଁ ମୁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି।
Deuteronomy 16:15
ସଦାପ୍ରଭୁଙ୍କର ମନୋନୀତ ସ୍ଥାନ ରେ ସଦାପ୍ରଭୁ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ତୁମ୍ଭେ ସାତଦିନ ଉତ୍ସବ ପାଳନ କରିବ। କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ଭୂମିରକ୍ସ୍ଟ ଉତ୍ପନ୍ନ ସମସ୍ତ ଦ୍ରବ୍ଯ ରେ ଓ ତକ୍ସ୍ଟମ୍ଭ ସମସ୍ତ କଠିନ କର୍ମ ପାଇଁ ତୁମ୍ଭକୁ ଆଶୀର୍ବାଦ କରିବେ। ତେଣୁ ତୁମ୍ଭେ ଆନନ୍ଦିତ ହବୋ ଉଚିତ୍।
Lamentations 3:19
ହେ ସଦାପ୍ରଭୁ, ମାରେ ଦୁଃଖ, ଦୁର୍ଗତି ସ୍ମରଣ କର। ତାହା ନାଗଦଅଣା ଓ ବିଷ ସ୍ବରୂପ।
Romans 6:17
ଅତୀତ ରେ ତୁମ୍ଭମାନେେ ପାପର ଦାସ ଥିଲ, ପାପ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ରଖିଥିଲା। କିନ୍ତୁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଅ, ଯେ ତୁମ୍ଭମାନଙ୍କୁ ଯାହା ଶିକ୍ଷା ଦିଆଗଲା ତାହା ତୁମ୍ଭମାନେେ ସମସ୍ତ ହୃଦୟର ସହିତ ପାଳନ କଲ।
Ephesians 2:1
ପୂର୍ବରୁ ତୁମ୍ଭର ପାପ ହତେୁ ଓ ପରମେଶ୍ବରଙ୍କୁ ବାଧା ଦେଉଥିବା ଭୁଲ୍ କାର୍ୟ୍ଯ ହତେୁ ତୁମ୍ଭର ଆତ୍ମିକ ଜୀବନ ମୃତ ଥିଲା।
Ephesians 2:11
ତୁମ୍ଭମାନେେ ଅଣଯିହୂଦୀରୂପେ ଜନ୍ମ ଗ୍ରହଣ କରିଥିଲ। ତୁମ୍ଭମାନଙ୍କୁ ଯିହୂଦୀମାନେ ଅସୁନ୍ନତ ବୋଲି କହନ୍ତି। ସମାନେେ ନିଜକୁ ସୁନ୍ନତ281 ବୋଲି କହନ୍ତି। ଏହା ଏକ କାର୍ୟ୍ଯ, ଯାହାକୁ କି ସମାନେେ ନିଜ ଶରୀର ଉପରେ କରିଥାନ୍ତି।