Daniel 4:4 in Oriya

Oriya Oriya Bible Daniel Daniel 4 Daniel 4:4

Daniel 4:4
ମୁଁ ନବୂଖଦ୍ନିତ୍ସର ମାରେ ନିଜ ପ୍ରାସାଦ ରେ ଶାନ୍ତି ଓ ଶକ୍ତିଶାଳୀ ଥିଲି।

Daniel 4:3Daniel 4Daniel 4:5

Daniel 4:4 in Other Translations

King James Version (KJV)
I Nebuchadnezzar was at rest in mine house, and flourishing in my palace:

American Standard Version (ASV)
I, Nebuchadnezzar, was at rest in my house, and flourishing in my palace.

Bible in Basic English (BBE)
I, Nebuchadnezzar, was at rest in my place, and all things were going well for me in my great house:

Darby English Bible (DBY)
I Nebuchadnezzar was at rest in my house, and flourishing in my palace.

World English Bible (WEB)
I, Nebuchadnezzar, was at rest in my house, and flourishing in my palace.

Young's Literal Translation (YLT)
`I, Nebuchadnezzar, have been at rest in my house, and flourishing in my palace:

I
אֲנָ֣הʾănâuh-NA
Nebuchadnezzar
נְבוּכַדְנֶצַּ֗רnĕbûkadneṣṣarneh-voo-hahd-neh-TSAHR
was
שְׁלֵ֤הšĕlēsheh-LAY
at
rest
הֲוֵית֙hăwêthuh-VATE
house,
mine
in
בְּבֵיתִ֔יbĕbêtîbeh-vay-TEE
and
flourishing
וְרַעְנַ֖ןwĕraʿnanveh-ra-NAHN
in
my
palace:
בְּהֵיכְלִֽי׃bĕhêkĕlîbeh-hay-heh-LEE

Cross Reference

Isaiah 47:7
ତୁମ୍ଭେ କହିଲ, ଆମ୍ଭେ ଚିରଦିନ ବଞ୍ଚିଲୁ ଓ ସଦାକାଳ ସାଆନ୍ତାଣୀ ହାଇେ ରହିବୁ।' ଏଣୁ ତୁମ୍ଭେ ଏସବୁ ବିଷଯ ରେ ମନୋୟୋଗ କର ନାହିଁ କିମ୍ବା ତା'ର ଶଷଫେଳ କ'ଣ ହବେ ସ୍ମରଣ କଲ ନାହିଁ।

1 Thessalonians 5:2
କାରଣ ଏହା ତୁମ୍ଭେ ଭଲ ଭାବେ ଜାଣ ଯେ, ଜଣେ ଚୋର ରାତି ରେ ଆସିବା ଭଳି, ପ୍ରଭୁଙ୍କର ପୁନରାଗମନ ଦିନଟି ଆଶ୍ଚର୍ୟ୍ଯଜନକ ହବେ।

Luke 12:19
ତା'ପରେ ମୁଁ ନିଜକୁ କହି ପାରିବି, ମୁଁ ଅନକେ ଉତ୍ତମ ପଦାର୍ଥ ଅନକେ ବର୍ଷ ପାଇଁ ସଞ୍ଚୟ କରି ରଖିଛି। ଏଥର ଆରାମ କର। ଖାଇପିଇ ମଉଜ କର।'

Zephaniah 1:12
ସହେିଦିନ ଆମ୍ଭେ ଗୋଟିଏ ପ୍ରଦୀପ ନଇେ ୟିରୁଶାଲମ ମଧିଅରେ ଖାଜେିବା। ଓ ସହେି ଆତ୍ମତୃପ୍ତ ଲୋକମାନଙ୍କୁ ବାଛିବା ଯେଉଁମାନେ ସମାନଙ୍କେ ଶୈଳୀ ରେ ଜୀବନ ଧାରଣ କରିବା ପାଇଁ ସନ୍ତୁଷ୍ଟ। ସହେି ଲୋକମାନେ କୁହନ୍ତୁ, 'ସଦାପ୍ରଭୁ କହାରିକୁ ସାହାୟ୍ଯ କରନ୍ତି ନାହିଁ କି କାହାରିକୁ ଆଘାତ କରନ୍ତି ନାହିଁ।' ଆମ୍ଭେ ସମାନଙ୍କେୁ ଖାଜେି ବାହାର କରିବା ଓ ଦଣ୍ତ ଦବୋ।

Ezekiel 29:3
ଆଉ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି,

Ezekiel 28:17
ତୁମ୍ଭର ସୌନ୍ଦର୍ୟ୍ଯ ହତେୁ ତୁମ୍ଭେ ଅହଙ୍କାରୀ ହାଇେଅଛ। ତୁମ୍ଭର ଜ୍ଞାନ ତୁମ୍ଭର ମହିମା ଦ୍ବାରା ଭ୍ରଷ୍ଟ ହାଇେଅଛି। ମୁଁ ତୁମ୍ଭକୁ ଧୂଳିକୁ ଫିଙ୍ଗି ଦଲେି ଯେପରି ରାଜା ତୁମ୍ଭର ଧ୍ବଂସ ଦେଖିଲେ।

Ezekiel 28:2
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସୋରର ଅଧିପତିକୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି,

Jeremiah 48:11
ମାଯାେବ ଜନ୍ମରୁ ଦୁଃଖ କଷ୍ଟ ଜାଣି ନାହିଁ। ମାଯାେବ ଏକ ପାତ୍ରସ୍ଥ ମଦ ତୁଲ୍ଯ ସୁସ୍ଥିର ଅଛି। ସେ ଏକ ପାତ୍ରରୁ ଅନ୍ୟ ପାତ୍ରକୁ ଢ଼ଳା ୟାଇ ନାହିଁ। କିଅବା ସେ ବନ୍ଦୀ ହାଇେ ୟାଇ ନାହିଁ, ଏଣୁ ତା'ର ସ୍ବାଦ ତା' ମଧିଅରେ ଅଛି। ତାହାର ସୁବାସ ବିକୃତ ହାଇେ ନାହିଁ।

Isaiah 56:12
ପ୍ରେତ୍ୟକକ କୁହନ୍ତି, ଆସ, ଆମ୍ଭେ ଦ୍ରାକ୍ଷାରସ ଆଣିବା ଓ ସୁରାପାନ ରେ ମତ୍ତ ହବୋ ; ପୁନଶ୍ଚ ଆଜି ଯେପରି ହବେ କାଲି ମଧ୍ଯ ସହେିପରି ହବେ ଏବଂ ତାହା ଅପରିମିତ ମହାଦିନ ହବେ।'

Psalm 30:6
ମୁଁ ସେତବେେଳେ ନିରାପଦରେ ନିଶ୍ଚିତ ଥିଲି, ମୁଁ ଭାବୁଥିଲି ମାରେ କିଛି କ୍ଷତି ହବେ ନାହିଁ।