ଓଡ଼ିଆ ଓଡ଼ିଆ ବାଇବେଲ Exodus Exodus 23 Exodus 23:11 Exodus 23:11 ଚିତ୍ର English

Exodus 23:11 ଚିତ୍ର

କିନ୍ତୁ ସପ୍ତମବର୍ଷ ଜମି ରେ ଆଉ ଫସଲ କର ନାହିଁ। ସପ୍ତମ ବର୍ଷଟି ଭୂମିକୁ ପଡିଆ ରଖ। ଏହି ସମୟରେ ତୁମ୍ଭର କ୍ଷେତ୍ର ରେ କୌଣସି ଫସଲ କର ନାହିଁ। ଯଦି କୌଣସି ଫସଲ ହୁଏ ତବେେ ଦରିଦ୍ର ଲୋକମାନଙ୍କ ପାଇଁ ଛାଡି ଦିଅ ଏବଂ ଅବଶିଷ୍ଟକୁ ବଣ୍ଯଜନ୍ତୁମାନଙ୍କୁ ଖାଇବାକୁ ଛାଡିଦିଅ। ଏପରିକୁ ତୁମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ର ଏବଂ ଜିତବୃକ୍ଷ ଥିବା କ୍ଷେତ୍ର ପାଇଁ ଏହିପରି କର।
Click consecutive words to select a phrase. Click again to deselect.
Exodus 23:11

କିନ୍ତୁ ସପ୍ତମବର୍ଷ ଜମି ରେ ଆଉ ଫସଲ କର ନାହିଁ। ସପ୍ତମ ବର୍ଷଟି ଭୂମିକୁ ପଡିଆ ରଖ। ଏହି ସମୟରେ ତୁମ୍ଭର କ୍ଷେତ୍ର ରେ କୌଣସି ଫସଲ କର ନାହିଁ। ଯଦି କୌଣସି ଫସଲ ହୁଏ ତବେେ ଦରିଦ୍ର ଲୋକମାନଙ୍କ ପାଇଁ ଛାଡି ଦିଅ ଏବଂ ଅବଶିଷ୍ଟକୁ ବଣ୍ଯଜନ୍ତୁମାନଙ୍କୁ ଖାଇବାକୁ ଛାଡିଦିଅ। ଏପରିକୁ ତୁମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ର ଏବଂ ଜିତବୃକ୍ଷ ଥିବା କ୍ଷେତ୍ର ପାଇଁ ଏହିପରି କର।

Exodus 23:11 Picture in Oriya