1 Samuel 11:1 in Oriya

Oriya Oriya Bible 1 Samuel 1 Samuel 11 1 Samuel 11:1

1 Samuel 11:1
ପ୍ରାଯ ଏକମାସ ପରେ ଅେମ୍ମାନୀୟ ନାହଶ ଏବଂ ତାଙ୍କ ସନୋ ୟାବେଶ ଗିଲିଯଦ ଛାଉଣୀ ସ୍ଥାପନ କଲେ। ୟାବେଶର ଲୋକ କହିଲେ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ନିଯମ ପ୍ରବର୍ତ୍ତନ କର, ଆମ୍ଭେ ତାହା ପାଳନ କରିବକ୍ସ୍ଟ।

1 Samuel 111 Samuel 11:2

1 Samuel 11:1 in Other Translations

King James Version (KJV)
Then Nahash the Ammonite came up, and encamped against Jabeshgilead: and all the men of Jabesh said unto Nahash, Make a covenant with us, and we will serve thee.

American Standard Version (ASV)
Then Nahash the Ammonite came up, and encamped against Jabesh-gilead: and all the men of Jabesh said unto Nahash, Make a covenant with us, and we will serve thee.

Bible in Basic English (BBE)
Then about a month after this, Nahash the Ammonite came up and put his forces in position for attacking Jabesh-gilead: and all the men of Jabesh said to Nahash, Make an agreement with us and we will be your servants.

Darby English Bible (DBY)
And Nahash the Ammonite came up and encamped against Jabesh-Gilead. And all the men of Jabesh said to Nahash, Make a covenant with us, and we will serve thee.

Webster's Bible (WBT)
Then Nahash the Ammonite came up, and encamped against Jabesh-gilead: and all the men of Jabesh said to Nahash, Make a covenant with us, and we will serve thee.

World English Bible (WEB)
Then Nahash the Ammonite came up, and encamped against Jabesh Gilead: and all the men of Jabesh said to Nahash, Make a covenant with us, and we will serve you.

Young's Literal Translation (YLT)
And Nahash the Ammonite cometh up, and encampeth against Jabesh-Gilead, and all the men of Jabesh say unto Nahash, `Make with us a covenant, and we serve thee.'

Then
Nahash
וַיַּ֗עַלwayyaʿalva-YA-al
the
Ammonite
נָחָשׁ֙nāḥāšna-HAHSH
came
up,
הָֽעַמּוֹנִ֔יhāʿammônîha-ah-moh-NEE
and
encamped
וַיִּ֖חַןwayyiḥanva-YEE-hahn
against
עַלʿalal
Jabesh-gilead:
יָבֵ֣ישׁyābêšya-VAYSH

גִּלְעָ֑דgilʿādɡeel-AD
and
all
וַיֹּ֨אמְר֜וּwayyōʾmĕrûva-YOH-meh-ROO
the
men
כָּלkālkahl
Jabesh
of
אַנְשֵׁ֤יʾanšêan-SHAY
said
יָבֵישׁ֙yābêšya-VAYSH
unto
אֶלʾelel
Nahash,
נָחָ֔שׁnāḥāšna-HAHSH
Make
כְּרָתkĕrātkeh-RAHT
covenant
a
לָ֥נוּlānûLA-noo
serve
will
we
and
us,
with
בְרִ֖יתbĕrîtveh-REET
thee.
וְנַֽעַבְדֶֽךָּ׃wĕnaʿabdekkāveh-NA-av-DEH-ka

Cross Reference

Ezekiel 17:13
ଏବଂ ସେ ଏକ ରାଜସ୍ବ ନଇେ ତାକୁ ଶପଥ କରାଇ ତା' ସହିତ ଏକ ଚୁକ୍ତି କଲେ ଏବଂ ସେ ମହତ୍ତ୍ବପୂର୍ଣ୍ଣ ଲୋକମାନଙ୍କୁ ନଇଗେଲେ।

1 Kings 20:34
ସେତବେେଳେ ବିନ୍ହଦଦ୍ ଆହାବ୍ଙ୍କୁ କହିଲେ, ମାରେ ପିତା ଯେଉଁ ନଗରଗୁଡିକ ତୁମ୍ଭ ପିତାଙ୍କଠାରୁ ନଇେ ଥିଲେ ମୁଁ ତୁମ୍ଭକୁ ସଗେୁଡିକ ଫରୋଇ ଦବୋକୁ ଯାଉଛି। ଯେ ହତେୁ ମାରେ ପିତା ଯେପରି ଶମରିଯା ରେ ବଜାର ଓ ଦୋକାନମାନ କରିଥିଲେ ଆପଣ ଦମ୍ମେଶକରେ ସହେିପରି କରିବେ।

1 Samuel 12:12
ତା'ପରେ ତୁମ୍ଭେ ଦେଖିଲ ଅମ୍ମାନରେ ରାଜା ନାହଶ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ତୁମ୍ଭେ କହିଲ, 'ନା! ଆମ୍ଭେ ଜଣେ ରାଜା ଗ୍ଭହକ୍ସ୍ଟଁ' ଯଦିଓ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କର ରାଜା ଥିଲେ।

Judges 21:8
ଇଶ୍ରାୟେଲର ପରିବାରବର୍ଗ ମଧ୍ଯରକ୍ସ୍ଟ ଏପରି କେଉଁ ପରିବାରବର୍ଗ, ମିସ୍ପୀର ସଦାପ୍ରଭୁଙ୍କ ନିକଟକକ୍ସ୍ଟ ଆସିଲା ନାହିଁ। ଏବଂ ବାସ୍ତବ ରେ ସମାନେେ ଅନ୍ୟ ଇଶ୍ରାୟେଲମାନଙ୍କ ସହିତ ୟାବେଶ ଗିଲିଯଦରକ୍ସ୍ଟ କହେି ମିଶିବାକକ୍ସ୍ଟ ଆସି ନଥିଲେ।

Genesis 26:28
ସମାନେେ ଉତ୍ତର ଦେଲେ, ବର୍ତ୍ତମାନ ଆମ୍ଭେ ଜାଣିଲୁ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି। ଆମ୍ଭେ ଭାବିଲୁ ତୁମ୍ଭ ସହିତ ଏକ ଚୁକ୍ତି କରିବା। ଆମ୍ଭେ ଚାହୁଁଛୁ ତୁମ୍ଭେ ଆମ୍ଭ ନିକଟରେ ପ୍ରତିଜ୍ଞା କର।

Job 41:4
ଲିବିଯାଥନ ତୁମ୍ଭ୍ ସହିତ ଚୁକ୍ତି କରିବ କି ? ଏବଂ ତୁମ୍ଭ ସହିତ ଚିରଦିନ ରହିବାକୁ ପ୍ରତିଜ୍ଞା କରିବ କି ?

Exodus 23:32
ତୁମ୍ଭେ ସମାନଙ୍କେ ସହିତ କିମ୍ବା ସମାନଙ୍କେ ଦବେତାଗଣ ସହିତ କୌଣସି ଚୁକ୍ତି କରିବ ନାହିଁ।

Isaiah 36:16
ହିଜକିଯଙ୍କ କଥା ଶୁଣ ନାହିଁ। କାରଣ ଅଶୂର ରାଜା ଏହିକଥା କୁହନ୍ତି, ତୁମ୍ଭମାନେେ ମାେ ସହିତ ଚୁକ୍ତି କର। ତୁମ୍ଭମାନେେ ନଗରରୁ ବାହାରି ମାେ ନିକଟକୁ ଚାଳିଆସ। ତା'ପ ରେ ପ୍ରେତ୍ୟକକ ନିଜ ନିଜ ଗୃହକୁ ୟିବାକୁ ମୁକ୍ତ ଅଟ। ପ୍ରେତ୍ୟକକ ଆପଣା ଆପଣା ଦ୍ରାକ୍ଷାଫଳ ଓ ଡ଼ିମ୍ବିରି ଫଳ ଭୋଜନ କର। ପ୍ରେତ୍ୟକକ ନିଜ ନିଜ କୂପରୁ ଜଳ ପାନକର।

1 Samuel 31:11
ୟାବେଶ-ଗିଲିଯଦ ନିବାସୀମାନେ, ଶାଉଲଙ୍କ ପ୍ରତି ପଲେଷ୍ଟୀୟମାନଙ୍କ କୃତ କର୍ମର ସମ୍ବାଦ ପାଇଲେ।

Judges 21:10
ତେଣୁ ଇଶ୍ରାୟେଲର ଲୋକମାନେ 12,000 ସାହସୀ ୈସନ୍ଯମାନଙ୍କୁ ୟାବେଶ୍ ଗିଲିଯଦକକ୍ସ୍ଟ ପଠାଇଲେ। ସମାନେେ ସହେି ୈସନ୍ଯମାନଙ୍କୁ କହିଲେ, ତୁମ୍ଭମାନେେ ୟାବେଶ ଗିଲିଯଦକକ୍ସ୍ଟ ପାଖକକ୍ସ୍ଟ ୟାଅ ସଠାେକାର ସମସ୍ତ ପୁରୁଷ, ସ୍ତ୍ରୀ ଓ ପିଲାମାନଙ୍କୁ ହତ୍ଯା କର।

Judges 11:8
ଗିଲିଯଦର ପ୍ରାଚୀନ ନତେୃବର୍ଗ ୟିଲ୍ଗହକକ୍ସ୍ଟ କହିଲେ, ଏଇଥିପାଇଁ ଆମ୍ଭେ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଅଛକ୍ସ୍ଟ ବର୍ତ୍ତମାନ ଦୟାକରି ଆମ୍ଭ ସହିତ ଆସ ଓ ଅମ୍ମାନେୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କର ଏବଂ ଗିଲିଯଦ ରେ ନେତା ହକ୍ସ୍ଟଅ।

Judges 10:7
ତେଣୁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ଉପରେ କୋପଦୃଷ୍ଟି ହେଲେ। ତେଣୁ ସଦାପ୍ରଭୁ ଇଶ୍ରାୟେଲୀୟଗଣଙ୍କକ୍ସ୍ଟ ପଲେଷ୍ଟୀୟ ଓ ଅେମ୍ମାନୀୟମାନଙ୍କ ହସ୍ତ ରେ ପରାସ୍ତ କରାଇଲେ।

Deuteronomy 23:3
ଅେମ୍ମାନୀୟ କି ମାୟୋବୀଯ ଲୋକ ଏବଂ ତାଙ୍କର ଦଶ ପୁରୁଷ ପର୍ୟ୍ଯନ୍ତ ମଧ୍ଯ ସଦାପ୍ରଭୁଙ୍କ ଧାର୍ମିକ ସମାଜ ରେ ପ୍ରବେଶ କରିପାରିବ ନାହିଁ।