1 Chronicles 13:1 in Oriya

Oriya Oriya Bible 1 Chronicles 1 Chronicles 13 1 Chronicles 13:1

1 Chronicles 13:1
ଦାଉଦ ତାଙ୍କ ସୈନ୍ଯଦଳର ସମସ୍ତ ସନୋଧ୍ଯକ୍ଷମାନଙ୍କ ସହିତ କଥାବାର୍ତ୍ତା ହେଲେ।

1 Chronicles 131 Chronicles 13:2

1 Chronicles 13:1 in Other Translations

King James Version (KJV)
And David consulted with the captains of thousands and hundreds, and with every leader.

American Standard Version (ASV)
And David consulted with the captains of thousands and of hundreds, even with every leader.

Bible in Basic English (BBE)
Then David had discussions with the captains of thousands and the captains of hundreds and with every chief.

Darby English Bible (DBY)
And David consulted with the captains of thousands and hundreds, with every prince.

Webster's Bible (WBT)
And David consulted with the captains of thousands, and of hundreds, and with every leader.

World English Bible (WEB)
David consulted with the captains of thousands and of hundreds, even with every leader.

Young's Literal Translation (YLT)
And David consulteth with the heads of the thousands, and of the hundreds, every leader,

And
David
וַיִּוָּעַ֣ץwayyiwwāʿaṣva-yee-wa-ATS
consulted
דָּוִ֗ידdāwîdda-VEED
with
עִםʿimeem
the
captains
שָׂרֵ֧יśārêsa-RAY
thousands
of
הָֽאֲלָפִ֛יםhāʾălāpîmha-uh-la-FEEM
and
hundreds,
וְהַמֵּא֖וֹתwĕhammēʾôtveh-ha-may-OTE
and
with
every
לְכָלlĕkālleh-HAHL
leader.
נָגִֽיד׃nāgîdna-ɡEED

Cross Reference

2 Samuel 6:1
ଦାଉଦ ଆଉ ଥରେ ବଛା ବଛା 30,000 ୈସନ୍ଯମାନଙ୍କୁ ଇଶ୍ରାୟେଲ ରେ ଏକତ୍ରୀତ କଲେ।

2 Kings 23:1
ଯିହୁଦା ଓ ୟିରୁଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ଆସି ସାକ୍ଷାତ କରିବାକୁ ଯୋଶିୟଯ ରାଜା କହିଲେ।

1 Chronicles 12:14
ଏହି ବ୍ଯକ୍ତିମାନେ ଗାଦର ସୈନ୍ଯଦଳର ନେତା ଥିଲେ। ସହେି ଦଳର ସବୁଠାରୁ ଦୁର୍ବଳ ବ୍ଯକ୍ତି 100 ଜଣ ଶତ୍ରୁ ସୈନ୍ଯଙ୍କ ସହତ ୟୁଦ୍ଧ କରିବା ନିମନ୍ତେ ସମର୍ଥ ଥିଲା। ଆଉ ସହେି ଦଳର ସବୁଠାରୁ ପରାକ୍ରମୀ ବ୍ଯକ୍ତି 1,000 ଜଣ ଶତ୍ରୁ ସୈନ୍ଯଙ୍କ ସହିତ ୟୁଦ୍ଧ କରିବା ନିମନ୍ତେ ସାମର୍ଥ ଥିଲା।

1 Chronicles 12:20
ଦାଉଦ ସିକ୍ଲଗ ସହରକୁ ୟିବା ବେଳେ ମନଃଶିର ଏହି ଲୋକମାନେ ତାଙ୍କ ସହିତ ୟୋଗ ଦଇେଥିଲେ ; ଅଦ୍ନହ, ୟୋଷାବଦ୍, ୟିଦୀଯଲେ, ମୀଖାଯଲେ, ୟୋଷାବଦ୍, ଇଲିହୂ, ଓ ସିଲ୍ଲଥଯ। ଯେଉଁମାନେ ମନଃଶିର 1,000 ଜଣ ସୈନ୍ଯଙ୍କର ମୁଖ୍ଯ ଥିଲେ।

1 Chronicles 12:32
ଇଷାଖର ଗୋଷ୍ଠୀରୁ 200 ଜଣ ଜ୍ଞାନୀ ନେତା ଥିଲେ। ସହେି ବ୍ଯକ୍ତିମାନେ ଇଶ୍ରାୟେଲ ନିମନ୍ତେ ଯଥାର୍ଥ ସମୟରେ କି ପ୍ରକାର କର୍ମ କରିବା ଉଚିତ୍, ତାହା ବୁଝିପାରୁଥିଲେ। ସମାନଙ୍କେର ଆତ୍ମୀଯମାନେ ସମାନଙ୍କେ ସହିତ ରେ ଓ ସମାନଙ୍କେ ଅଧୀନ ରେ ଥିଲେ।

2 Chronicles 29:20
ରାଜା ହିଜକିଯ ପରବର୍ତ୍ତୀ ଦିନ ପ୍ରତ୍ଯୁଷ ରେ ନଗରର ପଦାଧିକାରୀମାନଙ୍କୁ ଏକତ୍ର କଲେ ଓ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।

2 Chronicles 34:29
ଏହାପରେ ରାଜା ଯୋଶିୟଯ ଯିହୁଦା ଓ ୟିରୁଶାଲମର ସମସ୍ତ ବଯୋଜ୍ଯୋଷ୍ଠ ବ୍ଯକ୍ତିମାନଙ୍କୁ ତାଙ୍କୁ ସାକ୍ଷାତ କରିବାକୁ ଡାକିଲେ।